Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmaraj Mahamallik

Others

3  

Dharmaraj Mahamallik

Others

ସମୟ ସୁଅ ଆଉ କାଗଜ ଡ଼ଙ୍ଗା

ସମୟ ସୁଅ ଆଉ କାଗଜ ଡ଼ଙ୍ଗା

1 min
247


କରି ସ୍ମୃତି ର ଉଦ୍ଗିରଣ

ଆଣିଦିଏ ଖୁସି ର ସମ୍ଭାର ।।

ମନେପଡେ ଯେବେ ସେ କାଗଜ ଡ଼ଙ୍ଗା

ବହି ଚାଲେ ଆଖି ରୁ ମୋ ଅଶ୍ରୁଧାର ।।

ସମୟ ସ୍ରୋତ ତ ବହି ଚାଲିଛି

ସେଥିରେ ଭାସି ଯାଉଛି ଅତୀତ ।।

ଅତୀତ କୁ ଭୁଲି ଆଲିଙ୍ଗନ କର

ନିଜକୁ ବର୍ତମାନ ସହିତ ।।

କିଏ ତ କହୁଛି ହୃଦୟ ଅନ୍ତରୁ

ମନେ ପକା ତୋ ପିଲାଦିନ ।।

କାଗଜ ଡ଼ଙ୍ଗା ଆଉ ତୋ ମନ

ବର୍ଷା ର ଛିଟାରେ ହେଉଥିଲ କେତେ ଉଚ୍ଛନ୍ନ ।।

ମନ ଥିଲେ ହେଲେ ବୟସ କାଇଁ

ଆୟୁ ତ ସରି ସରି ଯାଉଛି ।।

ସମସ୍ତଙ୍କୁ କରି ବେଖାତିର,ଏ ମନ

ଅତୀତ ର ପୃଷ୍ଠାକୁ ଓଳାଟିବା ପାଇଁ ଚାହୁଁଛି ।।



Rate this content
Log in