STORYMIRROR

PUSPALATA SAHOO

Children Stories

3  

PUSPALATA SAHOO

Children Stories

ସ୍ମୃତି

ସ୍ମୃତି

1 min
384

ମନେ ପଡେ ଆଜି ସେଇ ପିଲାବେଳ 

ସ୍ମୃତି ହୋଇ ରହିଛି ଯା ମୋ ଆଖିର ପଲକେ 

ବରଗଛ, ଆମ୍ବ ତୋଟା, ବିଲ ବଣ 

ନଈ କୂଳ ସାଥି ମେଳ ଲାଜୁଆ ଚାହାଣି 

ଆଖିରେ ଭରି ଦିଏ ଅନେକ ସପନ 

ସତ ହେବ ଦିନେ ଏଇ ଅଭୁଲା ଦିନ 

ପିଲାବେଳ ସାଙ୍ଗ ସାଥି ରହିଛି ମନରେ ଲାଖି 

ସ୍ମୃତି ହୋଇ ମନେ ପଡେ ଅତୀତ ସ୍ମୃତି 

ରହିଛି ରହିଥିବ ମନରେ ମୋହରି 

ସପନର ଆର ପାରେ ପ୍ରିୟାର କାହାଣୀ 

ସ୍ମୃତି ମୁଁ ସାଉଁଟୁ ଥିବି ବାଟ ତାର ଚାହିଁ 

ଆସିବ ଦିନେ ପାଶେ ମୋର ଧାଇଁ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍