STORYMIRROR

Dambarudhar Bag

Others

3  

Dambarudhar Bag

Others

ସମର୍ପଣ

ସମର୍ପଣ

1 min
13.6K


ଯେଉଁ ଦିନ ତତେ ଦେଖେ ନାହିଁ ମୁହିଁ

ଗ୍ରହଣ କରେନିି ଖାଦ୍ୟ ।

ତୋ ଠାରେ ମୋ ଲୟ ସଦା ରହିଥାଏ

ନିତି କରୁ ଥାଏ ସାଧ୍ୟ।

ଜନମ ତୋ ପାଇଁ ନେଇଛିି ଏ ଜନ୍ମେ

ମହତ ଉଦ୍ଦେଶ୍ୟ ନେଇ ।

ସେହି ଉଦ୍ଦେଶ୍ୟର ପୂରଣ ସକାଶେ

ପ୍ରତିଜ୍ଞାରତ ମୁଁ ହୋଇ।

ପ୍ରତିିିିଜ୍ଞାଟି ଯଦି ଫଳପ୍ରସୂ ହୁଏ

ଜନ୍ମ ହେବ ମୋ ସାର୍ଥକ।

ତବ ଶ୍ରୀ ଚରଣେ ସମର୍ପିିିତ ମୁୁଁ ଯେ

ଦିଅ ମୋତେ ଦିିିିବ୍ୟାଲୋକ।

*****


Rate this content
Log in