STORYMIRROR

Ranjan Kumar Brahma

Others

2  

Ranjan Kumar Brahma

Others

ସମ୍ପର୍କ

ସମ୍ପର୍କ

1 min
100


ଭାଵ ବୁଝି ପାରି 

ସମ ବ୍ୟବସାୟୀ 

କେହି କାହାରିଠୁଁ 

ଦେଣ ନେଣ ଭାଵ ରଖନ୍ତି ନାହିଁ ।

କୁହ ଯଦି ତୁମେ 

ସେପରି ବୁଝିଛ

ଆମ ସମ୍ପର୍କେ ଚୁପ୍ ରହୁଛ କାହିଁ ?


Rate this content
Log in