STORYMIRROR

Ranjan Kumar Brahma

Others

2  

Ranjan Kumar Brahma

Others

ସମ୍ପର୍କ

ସମ୍ପର୍କ

1 min
251



କୋଟିଏ ପ୍ରାଣକୁ

ଗୋଟିଏ କରୁଛି

ସୂତା ଖଣ୍ଡିକ ଆଜି ।


ମନଟା ଆମର

ଥାଇ କି ଲାଭ

ମାଟି ହେଉଛି ଖୋଜି ।।୧।।


ମନ ପସନ୍ଦର

ଉପହାର ନାହିଁ

ସୂତାଟା ହୁଏ ଜଟି ।


ମନ କିନ୍ତୁ ମୋର

ଭାଵ ଆପଣାର

ବିଶ୍ୱ ହେଉଛି ବାନ୍ଧି ।।୨


ବସୁଧେଇବ କୁଟୁମ୍ବକମ୍


ରଞ୍ଜନ କୁମାର ଵ୍ରହ୍ମା

ଶିକ୍ଷକ - CRCC, ଚିକିଟୀ


Rate this content
Log in