STORYMIRROR
ସମ୍ପର୍କ
ସମ୍ପର୍କ
ସମ୍ପର୍କ
ସମ୍ପର୍କ
କୋଟିଏ ପ୍ରାଣକୁ
ଗୋଟିଏ କରୁଛି
ସୂତା ଖଣ୍ଡିକ ଆଜି ।
ମନଟା ଆମର
ଥାଇ କି ଲାଭ
ମାଟି ହେଉଛି ଖୋଜି ।
ମନ ପସନ୍ଦର
ଉପହାର ନାହିଁ
ସୂତାଟା ହୁଏ ଜଟି ।
ମନ କିନ୍ତୁ ମୋର
ଭାଵ ଆପଣାର
ବିଶ୍ୱ ହେଉଛି ବାନ୍ଧି ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Ranjan Kumar Brahma
Download StoryMirror App