STORYMIRROR

Santosh Pattnayak

Others

3  

Santosh Pattnayak

Others

ଶୁଭସଞ୍ଜ

ଶୁଭସଞ୍ଜ

1 min
11.4K


ଇତର ଜଗତ ଚିନ୍ତନ ଦେଖି

ସୂରୁଜ ଦେବତା ଗଲେଣି ଲୁଚି ।।


ସଂସ୍କୃତି ସମ୍ପନ୍ନ ଉତ୍କଳୀ ମନ 

ସଞ୍ଜ ଦେଇ କରେ ବିଭୁ ପୂଜନ ।।


ବରଷ ଶେଷର ଶେଷ ସଞ୍ଜରେ 

ନୂଆଁ ସକାଳକୁ ଆବେଗ ଭରେ ।। 


ରୁଦ୍ରକାଳୀ ମାତା ଆଶିଷ ଆଶେ

ଚାହିଁଚି ସନ୍ତୋଷ ଭକତି ଚିତ୍ତେ ।।


( ଇତର : ଅଧମ / ପାମର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍