Santosh Pattnayak
Others
ଇତର ଜଗତ ଚିନ୍ତନ ଦେଖି
ସୂରୁଜ ଦେବତା ଗଲେଣି ଲୁଚି ।।
ସଂସ୍କୃତି ସମ୍ପନ୍ନ ଉତ୍କଳୀ ମନ
ସଞ୍ଜ ଦେଇ କରେ ବିଭୁ ପୂଜନ ।।
ବରଷ ଶେଷର ଶେଷ ସଞ୍ଜରେ
ନୂଆଁ ସକାଳକୁ ଆବେଗ ଭରେ ।।
ରୁଦ୍ରକାଳୀ ମାତା ଆଶିଷ ଆଶେ
ଚାହିଁଚି ସନ୍ତୋଷ ଭକତି ଚିତ୍ତେ ।।
ହେ ଗୁରୁ
ଚରଣେ ଶରଣ ଦିଅ
ଅସ୍ଥିର ଭାବନା
ମଣିଷ
ତୁଚ୍ଛ ସମ୍ପର୍କ
ବୃକ୍ଷରୋପଣ
ବୃକ୍ଷ ଓ ନାରୀ
ଆପଣା ଧର୍ମ
ସମ୍ପର୍କ