STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ଶୁଭାଶ୍ରୀବାଦ

ଶୁଭାଶ୍ରୀବାଦ

1 min
164


ଦାମ୍ପତ୍ୟ ଜୀବନ ଅମୂଲ୍ୟ ସମ୍ପଦ

ଯତନେ ଏହାକୁ ରଖଗୋ ତୁମ୍ଭେ ।

ମାନ ଜଗୁଥାଅ ମନ ଭରୁ ଥାଅ

ଶୁଭ ଆଶୀର୍ବାଦ କରୁଛୁ ଆମ୍ଭେ ।୧।


ଗାଢ଼ ହେଉ ପ୍ରେମ ଗାଢ଼ ହେଉ ଭକ୍ତି

ଯଥାମାନ୍ୟେ ସଦା ରଖ ତୋ ମତି ।

ସୁସ୍ଥ ପରମ୍ପରା ସୁସ୍ଥ ପରିବାରେ 

ନିର୍ମାଣ କର ନବ ରାଷ୍ଟ୍ର ଶକତି ।୨। 



Rate this content
Log in