STORYMIRROR

Sunanda Mohanty

Children Stories Inspirational Thriller

3  

Sunanda Mohanty

Children Stories Inspirational Thriller

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
4


ସକାଳ ପ୍ରଣାମ ଘେନ ହେ ଚକାଆନୟନ 

ଦେଇଛ ଧନର କୋଳେ ଧନଟିଏ ଏ ଦିନ 

ତାରିଖ ତିଥି ଭିତରୁ ଆଜି ପୂର୍ଣ୍ଣମୀ ଜହ୍ନ 

ଏ ତାରିଖ ନୁହେଁ ଜମା ଭୁଲିହେବାର ଦିନ 

ସକଳ ଆୟୁଷ ଆଶିଷ କର ପ୍ରଭୁ ପ୍ରଦାନ 

ବାପା ମାଆ ସଙ୍ଗେ କଟୁ ଭଲରେ ତା ଦିନ 

ଏକୋଇର ବଳା ଘର ବିଶିକେଶନ 

ପାଖେ ପାଖେ ଥାଇ ରଖ ବୀର ହନୁମାନ 

ସୁନ୍ଦର ଏ ପୃଥିବୀରେ ରଖ ନାହିଁ କିଛି ଦହନ

ତାର ଗତି ପଥେ ନଥାଉ ବାଧା ବନ୍ଧନ 

ଛୋଟ ପରିବାର ମୋର ଛୋଟୁର ଜନ୍ମଦିନ 

ଜେଜେ ଜେଜେମା ଅପା ଦି ପୁପା ଜୀବନ 

ପିତାମାତା ଗୁରୁଜନ ଭକ୍ତି ରଖିସାରାଜୀବନ

ବାବା ଆମ ହସୁଥାଉ ସଂସାରେ ସବୁଦିନ 

ସଂସାରେ ସଂସାରୀ ହୋଇ କର୍ତ୍ତବ୍ୟ ପାଳନ 

ଆହା ସାହା ରାହା ହୁଅ ସବୁ ଦେବୀ ଭଗବାନ

ଅକ୍ଷୀତୃତୀୟା ପରା ଶୁଭ ଲଗ୍ନ ଜନ୍ମଦିନ

ବୋଉର ଲାଗୁନି କାହିଁରେ ମନ 

ଷଷ୍ଠୀ ପୂଜିବାକୁ ଉଚ୍ଛନ ଆକୁଳ ପରାଣ ।


Rate this content
Log in