ଶସ୍ତା କବିତା
ଶସ୍ତା କବିତା
1 min
748
ଅଠର ବରଷେ ପୁତ୍ର ହୁଏ ମିତ୍ର
ସଭିଏଁ ମନେ ଭାବନ୍ତି
ମନ ରହିଯାଏ ସପନ ଭିତରେ
ଛୋଟ ପଡିଯାଏ ରାତି
ଗଲା ପରେ ପୁଅ କରେ ଅବଶୋଶ
କରିପାରିଲିନି କିଛି
ଦୋଷ ଦେବା ଠିକ୍ ହେବନି କାହାକୁ
ସବୁରି ଘରେ ଘଟୁଛି
ପ୍ରମୋଦ କୁମାର ଜେନା ©
