STORYMIRROR

Pramod Kumar Jena

Others

2  

Pramod Kumar Jena

Others

ଶସ୍ତା କବିତା - 98

ଶସ୍ତା କବିତା - 98

1 min
13.9K


କେତେ ଅନୁରୋଧ  ତାରିଖକୁ କଲେ

ଆଉ କି ପଛକୁ ଫେରିବ

କେତେ ରଙ୍ଗ ଦେଲେ ଶୁଖିଲା ନଡିଆ

ଆଉ କି ପଇଡ ହୋଇବ

ପ୍ରମୋଦ କୁମାର ଜେନା ©


Rate this content
Log in