STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଶସ୍ତା କବିତା - 60

ଶସ୍ତା କବିତା - 60

1 min
13.2K


ଜମିଜମା ଏବେ      ଦଲାଲ୍ କବ୍ଜାରେ

ଗୁଣ୍ଡା ରାଜ୍ୟ ରାଜନୀତି

ଲୁଟିଆ କବ୍ଜାରେ      ଗଳି କନ୍ଦି ଏବେ

କିବା ଦିନ ଅବା ରାତି


ପ୍ରେମୀଙ୍କ କବ୍ଜାରେ   ସହରୀ ଉଦ୍ୟାନ

ମାଫିଆ କାଠ କୋଇଲା

ବାଲି ଗୋଡି ମାଟି    କେହି ନାହିଁ ବାକି

ଆହା କି ଯୁଗ ଆସିଲା

ପ୍ରମୋଦ କୁମାର ଜେନା ©


Rate this content
Log in