STORYMIRROR

Pramod Kumar Jena

Others

2  

Pramod Kumar Jena

Others

ଶସ୍ତା କବିତା - 40

ଶସ୍ତା କବିତା - 40

1 min
2.1K


କଳା ବସନରେ      ଯେତେ ରଙ୍ଗ ଦେଲେ

ଅନ୍ୟ ରଙ୍ଗ କାହୁଁ ନେବ

କଳା ମନ ଥିଲେ             ଅବିର ମହତ୍ତ୍ୱ

ଆପେ ଆପେ ହଜି ଯିବ

ପ୍ରମୋଦ କୁମାର ଜେନା ©


Rate this content
Log in