STORYMIRROR

Sunanda Mohanty

Others

3  

Sunanda Mohanty

Others

ଶ୍ରୀକ୍ଷେତ୍ରପତି

ଶ୍ରୀକ୍ଷେତ୍ରପତି

1 min
194


ତମ ନାଆଁ ରେ କିଏ କହିଲେ ବାଧିବ କାହାକୁ କୁହ,

କରୋନା ଆସିଛି ଆଖିରେ ଦେଇଛି ଲୁହ.


ତୁମ ବଡ଼ପଣ ହେବ ଅକାରଣ ହାତ ବଢ଼ାଇ

ଭାଙ୍ଗି ବଡେଇ କରୋନାକୁ ଶିକ୍ଷା ଦିଅ.

ତୁମ ଚକା ଆଖି ଭିତରେ ସେ ଲାଖି,

ଜଗତରୁ ତଡିଦିଅ.

ଛତ୍ରଛାୟା ତଳେ ପୃଥିବୀବାସୀଙ୍କୁ ଘଣ୍ଟ ଆଢୁଆଳେ ରଖିନିଅ.


ନହେଲେ କିଏ ସେ କହିବ କାହିଁକି,

ତୁମ ବଡ଼ପଣ ତୁମ ପାଖେ ରଖି ନିଅ.

କରେ ନିବେଦନ ସଭିଙ୍କ ଆବେଦନ, କରୋନାକୁ ତଡି ଦିଅ.

ବିଶ୍ୱ ନିଃଶ୍ୱାସ ପ୍ରଶ୍ୱାସେ ବିଶ୍ୱାସର ବାର୍ତ୍ତାବହ, ଆହେ ବିଶ୍ୱମୟ.


"ଆହେ ଦୟାମୟ ବିଶ୍ଵବିହାରୀ,

ଘେନ ଦୟାବହି ମୋର ଗୁହାରୀ "

କହିବ କାହିଁକି କିଏସେ କୁହ.

ହୋଲି ଆସିଛି ରଙ୍ଗ ବରଷୁଛି,

ସମେସ୍ତେ ଘଡ଼ିଏ ରୁହ.

ଶ୍ରୀକ୍ଷେତ୍ରପତି ଉଭାହେବେ ଦୋଳ ବେଦୀରେ,

ରଙ୍ଗ ବାରିଦ ଭିତରେ ଫଗୁ ଟିକିଏ ନେଇକି ଯାଅ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍