STORYMIRROR

Sunanda Mohanty

Others

3  

Sunanda Mohanty

Others

ଶ୍ରୀ ରେ ସମୃଦ୍ଧ

ଶ୍ରୀ ରେ ସମୃଦ୍ଧ

1 min
19

ଶ୍ରୀ ତୁମେ ନିଜେ ତ ସୌନ୍ଦର୍ଯ୍ୟ,

ଶ୍ରୀ ଲାଗି ଶ୍ରୀମାନ ଶ୍ରୀମତୀଙ୍କ ବଢେ ବଳ ବୀର୍ଯ୍ୟ ଓ ସୌର୍ଯ୍ୟ ।

ଶ୍ରୀ ତୁମେ ଥରେ କରୋନାକୁ କରିଦିଅନା ଆଶ୍ଚର୍ଯ୍ୟ

ଏ ଭାରତ ବର୍ଷରେ ସେ ବର୍ଯ୍ୟ ।


ତା ଆଗମନ ଏକଦମ ଅନିବାର୍ଯ୍ୟ

ଶ୍ରୀମନ୍ଦିର, ଓଡିଶାର ସପ୍ତାଶ୍ଚର୍ଯ୍ୟ,

ସେଠାରେ ତୁମର କି କାର୍ଯ୍ୟ ।

ଶ୍ରୀ ରୁ ଆରମ୍ଭ ଓ ଶେଷ ଭିତରେ ତୁମେ କରୋନା ସଙ୍ଗିନ କଦର୍ଯ୍ୟ ।

ଚାଲିଯାଅ ଶ୍ରୀ ଭିତରେ ଆମେ ନୋନ୍ହୁ ବିଭାଜ୍ୟ ।


ଶ୍ରୀ ଲାଗି ଆମ ସଂସ୍କୃତି, ପରମ୍ପରା, ଲେଖା, ପର୍ବପାଳନରେ ସମସ୍ତ ଐସ୍ୱର୍ଯ୍ୟ

ଶ୍ରୀରେ ମଣ୍ଡିତ ଆମେ, ଲକ୍ଷ୍ମୀ ଆମ ମାଆ ଜଗନ୍ନାଥ ଆମରି ସାଆନ୍ତ,

ହରି ଫେଡ଼ି ମିଶାଇ ଗୁଣି ଦେଖିସାରିଲୁଣି ଆମେ ତୁମେ ନୁହଁ ଭାଜ୍ୟ

ଶ୍ରୀ ବିମଣ୍ଡିତ ଆମ ରାଜ୍ୟ ଛାଡି ତୁମେ ଚାଲିଯା ଅନାର୍ଯ୍ୟ ।


Rate this content
Log in