Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Liza Senapati

Others

3  

Liza Senapati

Others

ଶୀତ

ଶୀତ

1 min
167


ଟୋପା ଟୋପା କାକର ବିନ୍ଦୁରେ,

ମୁଁ ସାଉଣ୍ଟେ ମୋତି ସବୁ ,

ପ୍ରକୃତିର ଶୀତଳ ପରଶରେ,

ମୁଁ ଖୋଜେ ଆବରଣ ,

ଢ଼ାଙ୍କିବାକୁ ମତେ ,

ଭଲ ଲାଗେ ଭାରି ଶୀତ ତୁମ ଆଗମନ,

ଭିଜା ଭିଜା କାକର ଓଦା ଓଦା ଧରଣୀ ,

ସତେ ମୋହି ନିଏ ମତେ ତା ପାଖକୁ ଟାଣି,

ସୁନେଲି ସକାଳର ନରମ ସେ ଖରା,

କୁହୁଡିରେ ଲୁଚି ରହିଥିବା ସୂର୍ଯ୍ୟ।

ସତେ ଘର କୋଣରେ ବୋହୂଟିଏ।

ସତରେ କେତେ ସୁନ୍ଦର ପ୍ରକୃତିର ,

ଏଇ ସାତ ରଙ୍ଗର ସାତ ରାଣୀ ମାନେ,

ଯେତେ ଖୁସି ଭିଜିବାରେ ପ୍ରକୃତି ସାଥିରେ

ଅଛି କି ସେ ଖୁସି ପ୍ରେମରେ ଭିଜି ବାରେ,

ପଡ଼ି ଯାଓ ଥରେ ପ୍ରକୃତି ପ୍ରେମରେ,

ଭୁଲିଯିବ ଦୁନିଆ ବୋଲି ଅଛି କିଛିରେ।

ଶୀତ ନୁହେଁ ଏତ ଅଳସି ରାଣୀ ତେ।

ଆସିଯାଏ ଯେବେ ସଭିଙ୍କ ମୁହଁରେ ହସ ଫୁଟିଯାଏ ।


Rate this content
Log in