Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Premasila Raut

Others

2  

Premasila Raut

Others

ଶୀତ ଅନୁଭୂତି

ଶୀତ ଅନୁଭୂତି

1 min
86


ସଂନ୍ଧ୍ୟା ସାଥିରେ ଧିରେ ଧିରେ ଆସି

ମୋ ଓଢ଼ଣା ଖୋଳି ଆଲିଙ୍ଗନ କରେ

ତା ଶିତଳତା ପରଶରେ ।


ନିଦାଘରେ ଅସ୍ତବ୍ୟସ୍ତ ହେଉଥିବା

ମନ ପ୍ରାଣ ତନ ବ୍ୟାକୁଳିତ ହୁଏ

ତାକୁ ଜାବୁଡି ଧରିବାରେ ।


ତାର ଉଷ୍ମତା, ତାର ଶିହରଣ

ମନେ ଭରିଦିଏ ଅସୁମାରି ପୁଲକ

ସଜେଇ ହସକୁ ଓଠରେ ‌।


ତାର ମିଠା ଭରା ପ୍ରୀତି ଛୁଆଁ ରେ

ଥରିଯାଏ ସାରା ଦେହ ମନ

ଲୋଡ଼େ ଉତ୍ତାପ କମ୍ବଳରେ ।


ଢାଙ୍କିଦିଏ ସତେ ଶୀତକୁ ଲୁଚାଇ

ମୋର ହୃଦୟ ଅନୁକୋଣେ ଭରେ

ସବୁ ଶିହରଣ ତା ଭିତରେ ।


Rate this content
Log in