STORYMIRROR

Minakshi Samal

Others

3  

Minakshi Samal

Others

ଶହୀଦ ବୀର

ଶହୀଦ ବୀର

1 min
114

ଦେଶହିତେ ଆଜି ବଳିଦାନ ଦେଇ

କଫିନ ଭିତରେ ପଡିଛୁ ଶୋଇ

ଭାରତ ମାତାର ଋଣକୁ ସୁଝିକି

ପୁଲଓ୍ବାମା ଠାରେ ଲହୁ ଝରାଇ।


ଦେଶବାସୀ ଆମ ନିଦ୍ରାରେ ବିଭୋର

ନିଶ୍ଚିନ୍ତ ନିର୍ଭୟେ ନିଜ ଗୃହରେ

ଜାଣିଛନ୍ତି ପରା ସୀମା ସରହଦେ

ପ୍ରହରୀ ସାଜି ବସିଛୁ ଆମେରେ।


ଜନନୀ ଜନମ ଭୂମିର ସେବାରେ

ମନପ୍ରାଣ ସମର୍ପିତ ଆମର

ତ୍ରିରଙ୍ଗା ପତାକା କଫିନ ଉପରେ

ଆମ ଉଡଇ ଗର୍ବେ ଫରଫର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍