STORYMIRROR

Sunanda Mohanty

Others

2  

Sunanda Mohanty

Others

ସହାୟକ

ସହାୟକ

1 min
126

ଜାରିଗୋଟାଳୀ କୁ ଭାବନା ଛୋଟ 

ପ୍ଲାଷ୍ଟିକ ବର୍ଜ୍ଜନ ରେ ସେ ସହାୟକ 

ଅସନା ଅଳିଆ କରେ ସେ ସଫା 

ଘୃଣା ନାହିଁ ମନେ ହୃଦୟ ତୋଫା 

ଏଠିସେଠି ଆମେ ଫିଙ୍ଗି ଦିଅଇ 

ସଫା କରିନିଏ ଜରି ଗୋଟାଇ 

କାହାକୁ ଦେଲେଦିଅ ନଦେଲେ ନାଇଁ 

ହୀନମନ୍ୟତା ମନରେ ଆଣନାଇଁ.

 ଇଶ୍ୱର ଙ୍କ ସୃଷ୍ଟିରେ କିଏ ବା ବଡ଼ 

ସର୍ବେ ଏକାକାର ଆସିଲେ ବତାସ ଝଡ଼. 

ନିଜେ ନିଜ କାମ କରିଯିବାଟି 

ଜାରିଗୋଟାଳୀ ଭାଇ ଭଉଣୀଙ୍କି ସଲାମ ଗୋଟି. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍