STORYMIRROR

Sunanda Mohanty

Others

3  

Sunanda Mohanty

Others

ସେଇ ଏକା ଭରସା

ସେଇ ଏକା ଭରସା

1 min
11.8K


ଶ୍ରମିକ ଭାଇରେ ଶ୍ରମିକ ଭାଇ 

ଦୂରଦେଶେ ଯାଇଥିଲୁ କହ କିପାଇଁ 

ଶ୍ରମ ତୋର ବିକିବା ପାଇଁ, କାଇଁ 

ଭିଟାମାଟି ଲୋଭ ତୋର ଆମରି ପାଇଁ 

କି ଖବର ଆଣିଥିବ ଭବିଷ୍ୟତ କହି 

ଶ୍ରମ ଉପଯୋଗ ଯଦି ବିଦେଶେ କଲୁ 

ଅସମୟରେ ସେ ଦେଶେ ରହି ନପାରିଲୁ 

ଏତେ ସଂଖ୍ୟକ ଶ୍ରମିକ ପରିବାର ନେଇ 

କେମିତି ବୁଝିଲୁନି ତୋ ଅନ୍ୟ ଭାଇ 

ରହିଥାନ୍ତୁ ଅନ୍ତତଃ ନିରୋଗୀ ହୋଇ 

ଡାକ ସେହି ଜଗାଙ୍କୁ ଭୁତାଣୁ ନଥାଉ ରହି 

ନହେଲେ ସାଙ୍ଘାତିକ ପରିସ୍ଥିତି ହେବରେ ଭାଇ 

ଆସିକି କେତେ କଲବଲ ହେବୁରେ ଭାଇ 

ବୁଝି ଅବୁଝା ହୋଇଲୁ ବୁଝାଇବାକୁ କେହି ନାହିଁ 

ସେହି ଏକା ବନ୍ଧୁ ଯଦି ସାହା ହେବେ ଗୋସେଇଁ 

ମିଳିମିଶି ପୁଣି ହସିବା ଏକାଠି ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍