STORYMIRROR

Dr Santosh Kumar Panda

Others Children

3  

Dr Santosh Kumar Panda

Others Children

ସ୍ଵଚ୍ଛତା ସେବକ

ସ୍ଵଚ୍ଛତା ସେବକ

1 min
359


ନାଁ ଟି ମୋହର କାଉ

 ମୋ ଉପରେ ହୁଅନ୍ତି

 ସଭିଏଁ ରାଉ ରାଉ।୧।

 ଦେଖିବାକୁ ଅସଫା

 କାମଟି ମୋହର କିନ୍ତୁ 

 ଅଳିଆ କରିବା ସଫା।୨।

ଧିକ ଜୀବନ ମୋର

ରଙ୍ଗ, ସ୍ଵର, କାର୍ଯ୍ୟ ପାଇଁ

 ପାଏନି କାହା ଆଦର।୩।

ମଣିଷ ସାଜିଲା ଦାଉ

 ଆମ ବଂଶ ଲୋପ ପାଇଁ

ଯୋଜନା ହାଉ ଯାଉ।୪।

ଏବେ ମଣିଷ ବୁଝୁଛି

ସ୍ଵଚ୍ଛତା ଅଭିଯାନେ

ଗୁରୁତ୍ଵ କେତେ ତା ଅଛି ।୫।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍