STORYMIRROR

ABADHOOT PANDA

Others

3  

ABADHOOT PANDA

Others

ସ୍ବର୍ଗୀୟ କବିତାର କଳାକୃତି

ସ୍ବର୍ଗୀୟ କବିତାର କଳାକୃତି

1 min
9

ସ୍ବର୍ଗୀୟ କବିତାର କଳାକୃତୀ 


ପ୍ରଶଂସା କରିଥାଏ କବିସୁଲଭ

କଳ୍ପନା ସୃଷ୍ଟିର ସୌନ୍ଦର୍ଯ୍ୟକୁ

ପ୍ରତ୍ୟେକ ମାନବୀୟ ରାଷ୍ଟ୍ରକୁ

ପ୍ରଦାନ ପୂର୍ବକ ସୃଷ୍ଟିକରି ଶବ୍ଦାବଳୀ

ଏବଂ କଣ୍ଠସ୍ବର


ଶିରାପ୍ରଶିରାର ସ୍ପନ୍ଦନ ଅନୁଭବ

କରେ କବି ତାର କାବ୍ୟତ୍ମକ

ଆବେଗ ଦ୍ୱାରା ଚାରଣ କବିର

ହୃଦୟ କରେ ଗୁଞ୍ଜନ ପ୍ରେମାତ୍ମକ

ଲଘୁ କାବ୍ୟାବଳୀ ସହିତ 


ପ୍ରେମୀଳ ଭାଵାତ୍ମକ ଉଚ୍ଚାରଣ

ଯେତେବେଳେ ହୂଏ ଭଲ ଭାବେ

ଉତଥିତ ମାମୁଲି ମରଣଶୀଳ

ମାନବୀୟ ସତ୍ତା ହୋଇଥାଏ

ଦିବ୍ୟ କବିତାର ପ୍ରବେଶ ଦ୍ଵାର


ପବିତ୍ର ପ୍ରବୃତ୍ତି ଗୁଡ଼ିକର ସହିତ

କବିଗଣ କରିଥାନ୍ତି ବିଭୂଷଣ

ଉନ୍ମୁକ୍ତ ଆଭୂଷଣବିହୀନ ଜାତି

ସମୂହକୁ ଚାରଣ କବିମାନେ

ପବିତ୍ର ରାଜମିସ୍ତ୍ରୀ ସମ ଗଢ଼ି 

ତୋଳନ୍ତି ସଭ୍ୟତାସମୂହର

ଦେବାଳୟଗୁଡ଼ିକୁ


Written by ©Bhagirath

Choudhary

Poem: Art of Divine Poetry

Dt. N i l

Odia Translation:Abadhoot Panda






Rate this content
Log in