STORYMIRROR

Sujata Routray

Others

3  

Sujata Routray

Others

ସ୍ବପ୍ନ

ସ୍ବପ୍ନ

1 min
113

ଭାରି ଭଲ ଲାଗେ ସ୍ବପ୍ନର ଦୁନିଆ ,

ନଥାଏ ତ ସେଠି ଦୁଃଖ ଯାତନା ,

ସୁନ୍ଦର ମଧୁର ସ୍ବପ୍ନ ,

ପୁଲ୍ଲକିତ କରେ ପ୍ରାଣ,

ବାସ୍ତବତାର ରୁକ୍ଷ ଜୀବନ,

ଉଲ୍ଲସିତ ହୁଏ ଦେଖି ସପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍