STORYMIRROR

Sukanti Hotta

Others

4  

Sukanti Hotta

Others

ସ୍ବାଗତଂ 2020

ସ୍ବାଗତଂ 2020

1 min
348

ଦିହଜାର ଉଣେଇଶ ବିଦାୟ ମାଗୁଛି

ସ୍ମୃତି ଅନୁଭୂତି ହୃଦରେ ଧରିଛି

ଦିହଜାର କୋଡିଏକୁ ସ୍ୱାଗତ କରୁଛି

ଫୁଲର ଗାଲିଚା ବିଛେଇ ଦେଇଛି

ମଙ୍ଗଳ ମନାସି ହସି ଦେଉଛି

ବିଭିନ୍ନ ଭାଷାକୁ ଡାକି ଆଣୁଛି

ଏକତା ଅଖଣ୍ଡତା ସଦା ଚାହୁଁଛି

ପ୍ରେମର ବନ୍ଧନେ ବାନ୍ଧି ଦେଇଛି

ଜାନୁଆରୀ ଏକକୁ ଅପେକ୍ଷା କରିଛି

ନୂଆ ସଂକଳ୍ପ ଆଶା ଭାବନା ରଖିଛି

ଷ୍ଟୋରୀମୀରର ପରିବାରକୁ ଦେବ ଭାବୁଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍