STORYMIRROR

Manasmita Das

Children Stories Children

2  

Manasmita Das

Children Stories Children

ସାଇପ୍ରସାଦ : ନାମକରଣ କବିତା

ସାଇପ୍ରସାଦ : ନାମକରଣ କବିତା

1 min
103

ସା - ସାଇବାବାଙ୍କର ଅତି ପ୍ରିୟ ଶିଶୁ ମୁହିଁ ।। ୧।। 

ଇ – ଇଚ୍ଛା ତ ମୋର ପୂଜିବି ତାଙ୍କ ପାଦ ମୁହିଁ ।। ୨।।

 ପ୍ର - ପ୍ରଶାନ୍ତିକୁ ଯିବି ଜୀବନରେ ଥରେ ମୁହିଁ ।। ୩।।

 ସା - ସାଇବାବାଙ୍କ ପିଠରେ ପାଦ ଦେବି ମୁହିଁ ।। ୪।। 

ଦ - ଦର୍ଶନ କରି ବାବାଙ୍କୁ ଧନ୍ୟ ହେବି ମୁହିଁ ।। ୫।। 

ପୁଅ ନାମରେ ନାମିତ ଏକ କ୍ଷୁଦ୍ର କବିତା



Rate this content
Log in