Jayanta Janapriya Mahakur
Others
ବୁଝି ହେଉନି ଚାଲିଛି କ'ଣ ଆଜି
ମଣିଷ ଯେ ମଣିଷକୁ ମାରୁଛି ପଶୁ ସାଜି।
ବଳି ପଡୁଛି ଏଠି ଯେ ମାନବିକତା
ଭ୍ରଷ୍ଟ, ଅନ୍ୟାୟୀ, ଅତ୍ୟାଚାରୀ ଏଠି ଜଗତଜିତା ।
ଦୟାକର ପ୍ରଭୁ, ଦୟାକର ହେ ଜଗନ୍ନାଥ
ପୁଣି ହେଉ ସାହିତ୍ୟ ଓ ସମାଜର ଅଭ୍ୟୁଦୟ।
କାହିଁକି
ନୂଆ ବର୍ଷର ପୁର...
ମୁଁ ଭ୍ରମିତ
ଇତିହାସ
ନା କହି ପାରେ ନ...
ଘର କ'ଣ ଚାରି କ...
ହାରି ଯା ନାହିଁ
କହିଲେ କହିବ କହ...
ଏ ଦୁନିଆ
ସେହି ବନ୍ଧୁମାନ...