STORYMIRROR

Santosh Pattnayak

Others

4  

Santosh Pattnayak

Others

ସାଧବବୋହୂ

ସାଧବବୋହୂ

1 min
71

ସାଧବ ବୋହୂର ପାହାଡ଼ି ଘର

ତରତର ଚାଲି ନାହିଁଟି ତର 

ଛୁଇଁ ଦେଲେ ସିଏ ଲାଜେଇ ଯାଏ

ଦେଖିଛକି ପିଲେ କୁହ ତ' କିଏ ?


ବରଷା ଋତୁର ସତେକି ସଖା 

ବାକି ଦିନେ ତାର ନଥାଏ ଦେଖା

ନାଲି ଟୁକୁ ଟୁକୁ ପାଟକୁ ନାଇ 

ପ୍ରକୃତି ରାଣୀର ସିଏ କଣ୍ଢେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍