STORYMIRROR

Chittaranjan Lenka

Others

2  

Chittaranjan Lenka

Others

ସାବିତ୍ରୀ

ସାବିତ୍ରୀ

1 min
2.3K


ଦୈବୀ ବାଣୀ କେବେ    ହୁଏ ନାହିଁ ଆନ

ହେଉ ସୃଷ୍ଟି ଲୋକସାନ

ତା ଠାରୁ ଅଧିକ       ମୃତ୍ୟୁକୁ ଆୟତ୍ତ

ଅସମ୍ଭବକୁ ଉଦ୍ୟମ

 

ନିଜ ସତୀ ପଣ    ଥିଲା ବୋଲି ଟାଣ

ଛାଡିଗଲେ ଜନ୍ତୁରାଣ

ପ୍ରାଣ ଦେଲେ ପ୍ରାଣ  ନେବା ବଦଳରେ

ବଞ୍ଚିଗଲେ ସତ୍ୟବାନ

 

ନିଷ୍ଠା ପବିତ୍ରତା       ଥାଏ ଯାର ମନେ

ନ ଥାଏ ବି ଟିକେ ସ୍ୱାର୍ଥ

ମୃତ୍ୟୁ କିବା ଛାର         ରାତିକୁ ବି ଦିନ

କରିବା ନୁହେଁ ବିଚିତ୍ର

 

ଚିତ୍ତ ରଞ୍ଜନ ଲେଙ୍କା(କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍