Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Others

3  

kahnu charan sahu

Others

ସ୍ୱାର୍ଥ ବନାମ ସମ୍ପର୍କ (ଏକ)

ସ୍ୱାର୍ଥ ବନାମ ସମ୍ପର୍କ (ଏକ)

1 min
363


ତମକୁ ସେବେଠୁ 

ଚିହ୍ନି ସାରିଛି

ଯେବେ ମୋ ବିଶ୍ୱାସରେ 

ଥରେ ନୁହେଁ ଦୁଇ ଦୁଇ ଥର

ତମେ ଓ ତମ ହୃଦୟ ବିଷ ଦେଲ ।


ସେମିତି ସମ୍ପର୍କ ଆବଶ୍ୟକ ନାହିଁ

ଯେଉଁଠି ସମ୍ପର୍କ ନାମରେ

ଲୁଚି ରହିଥିବ ସ୍ୱାର୍ଥ ହିଁ ସ୍ୱାର୍ଥ ।

ସ୍ୱାର୍ଥ ଶେଷ, ପରିଚୟ ଶେଷ

ଯେବେ ଆବଶ୍ୟକର ଆଗମନ

ସେବେ ମନେପଡେ 

'ମୁଁ' ଓ ମୋ କାର୍ଯ୍ୟମାନ ।


ହୁଏ ତ ମୁଁ ଅକାମି, ଅପଦାର୍ଥ 

କିନ୍ତୁ ସମୟର ଅପେକ୍ଷାରେ

ଅନେକ ସ୍ମୃତି ଇତିହାସ ରଚିପାରେ ।



Rate this content
Log in