STORYMIRROR

Akshayakumar Dash

Others

2  

Akshayakumar Dash

Others

ରାକ୍ଷୀ

ରାକ୍ଷୀ

1 min
59

ବିପଦରେ ରକ୍ଷା

ଶକ୍ତିର ପରୀକ୍ଷା

ରେଶମୀ ରଙ୍ଗୀନ ପରି

ହାତରେ ବାନ୍ଧି

ବିଶ୍ୱାସର ଧଡି।

ଦୁର୍ବଳ ମନକୁ

ସବଳ ସମ୍ପର୍କ

ଭାଇ ପାଇଁ ଭଉଣୀର

ଶରଣ ବ୍ରତର

 ବିପଦ ସଙ୍କେତକୁ

ଯୋଡ଼ାକୁ ଘୋଡା ପାରେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash