STORYMIRROR

कार्त्तिक सेठी

Others

2  

कार्त्तिक सेठी

Others

ରାଜରାସ୍ତାର ବିଳାପ

ରାଜରାସ୍ତାର ବିଳାପ

1 min
347


ରାଜପଥ ରାସ୍ତା ଦିନେ ଉଠୁଥିଲା ବିଳପି

ଅସ୍ଥିର ତା' ଆବେଗର ଭାବଟିକୁ କଳପି

କିଛି କ୍ଷଣାନ୍ତେ ଶୁଭେ ଭୁଁ କିଛି କ୍ଷଣାନ୍ତେ

ଶୁଣେ ଘୁଁ ପ୍ରଶାନ୍ତି

ବୋଧେ ତା'ପାଇଁ ସତେ ଗୋଟେ ସ୍ଵପ୍ନ

ସମସ୍ତେ ଯେଝା ବାଟେ ଯାଆନ୍ତି ହୋଇ ମଗ୍ନ ।।

ଶୋଇକି ବି ଶୋଇବାଟା ତାଆ ପାଇଁ ମନା

ଅହରହ ତା' ଛାତିରେ କେତେ ତନାଘନା

କେବେ ଦେଖେ ପଥେ ହସ କେବେ ଶୁଙ୍ଘେ

ରକ୍ତ ବାସ କ୍ଷଣୁ କ୍ଷଣ ବେଦନା

ତା' ସିକ୍ତ, ସଂକଟାପନ୍ନେ ଅବା

କେବେ ନିର୍ମୋହ ସେ, ତୃପ୍ତ ମୋହାଚ୍ଛନ୍ନେ ।।

-ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ


Rate this content
Log in