STORYMIRROR

Sunanda Mohanty

Others

3  

Sunanda Mohanty

Others

ପୂଣ୍ୟ

ପୂଣ୍ୟ

1 min
11.6K


ବରିଷ୍ଠତା ଭିତ୍ତିକ ଜ୍ଞାନ 

କଣ ନକରିପାରେ ଉଦ୍ଭାବନ 

ଡିଗ୍ରୀ ର କିଛି ମୂଲ୍ୟ ନାହିଁ 

ଅଭିଜ୍ଞତା ଆଧାର ଥାଏ ଯହିଁ 

ବୟସରେ ଯିଏ ବଡ଼ ଆମ 

କରିବା ଯହାମାନ୍ୟ ସୁସନମାନ 

ପିତା ଅଟନ୍ତି ସ୍ୱର୍ଗ ସମ 

ମାତା ଆମର ପରା ଧର୍ମ 

ଆଉ ଆଉ ଯେତେକ ବୟସ୍କ 

କିଛିନା କିଛି ତାଙ୍କଠୁ ଶିଖ 

କରିବା ନାହିଁ ହେୟଜ୍ଞାନ 

ପୂଜିବା ଦେବତା ସମାନ 

ଆର୍ଶୀବାଦ ର ଝର ଆସି 

ସ୍ୱର୍ଗ ସୁଖ ଦେବ ପରସି ହରସି 

ଅଭିଜ୍ଞତା ରୁ ଯେଉଁ ଶିକ୍ଷା 

ଅଳ୍ପବୁଦ୍ଧି ଭୟଙ୍କର ଦୀକ୍ଷା 

ମାଗିନେବା ବାରିଷ୍ଠେ ସତଶିକ୍ଷା 

ସଦଚିନ୍ତା ଅନୁଗାମୀ ହୋଇ 

ଦେଖେଇଦେବା ପରାକାଷ୍ଠା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍