STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ପ୍ରତାରଣାରୁ ଶିକ୍ଷା

ପ୍ରତାରଣାରୁ ଶିକ୍ଷା

1 min
306


କିଏ କହେ ତୋତେ ଅଶୁଭ ନମ୍ବର

ଛଅ ନଅ ଆଉ ତେର ।

ତୋତେ କହିବା ଵାଲା ନିଜେ ଭଲ ନା ମନ୍ଦ 

ଦେଇ ପରିବେକି ଉତ୍ତର ?


ଛଅ ଅଂଶରେ ଆମ ଠାକୁର ଗଢା

ଛଅ କୁ ନେଇ ଛଅ ଋତୁ ।

ଛଅ କାଠେ ଯେବେ ବାନ୍ଧି ହେବୁରେ ବାୟା 

ତରିବୁ ଏ ସଂସାରରୁ।।


ତୋ ପରେ ପରା ସମସ୍ତେ 'ଜିରୋ'

ହରାନ୍ତି ହିରୋ ପଣକୁ ।

ତୋ ଅଙ୍କରେ ଥିବା ସବୁ ଗୁଣିତକ

ଯୋଗରେ

ଫେରନ୍ତି ସେହି ନଅ କୁ ।।


ତୋ ପୂର୍ବରୁ କେହି ଶୁଦ୍ଧି ହୁଅନ୍ତିନି 

ମଲା ଗଲା ସଂସାରରୁ ।

ତୋ ଅଂକେ ନଈ ଲଘିଂଲେ ଯାଇ 

ଭେଟିବା ଗୋରାଙ୍କ ଗୁରୁ 

ଜିଣିବା ବିଦେଶୀ ଚାଲୁ ।।


Rate this content
Log in