STORYMIRROR

Gouri Panda

Others

3  

Gouri Panda

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
297

ବନ୍ଧୁ ତ ବନ୍ଧୁ

ପ୍ରକୃତ ବନ୍ଧୁ।

ଦିଶୁନି କାଇଁ

ସେମିତି ସିନ୍ଧୁ।

ଆଜି ର ଯୁଗେ

ଦେଖିବେ ଆଗେ।

କା ପାଖେ ମିଳେ

ପଇସା ଆଗେ।

ଏମିତି ବନ୍ଧୁ

ଲୋଡା କାହାର?

ଦୁଃଖ ସୁଖ ରେ

ନୁହେଁ ନିଜର।

କୃଷ୍ଣ, ସୁଦାମା

ପରି ନାହାନ୍ତି।

ଥିଲେ ସେ ଜଣେ

ବନ୍ଧୁ ମହାନ୍ତି।

ପ୍ରଭୁ ଆମର

ପ୍ରକୃତ ବନ୍ଧୁ ।

ଥାଆନ୍ତି ପାଶେ

ଯେତେ ବି ନିନ୍ଦୁ।

ତାଙ୍କ ଚରଣେ

ରହି ଶରଣେ।

ପାଇବା ଆମେ

ପ୍ରକୃତ ବନ୍ଧୁ।

**********



Rate this content
Log in