STORYMIRROR

Sujata Routray

Others

3  

Sujata Routray

Others

ପ୍ରିୟ ଖେଳ

ପ୍ରିୟ ଖେଳ

1 min
335

ଖେଳ କରଇ ମହାମେଳ

ଦୂର କରଇ ଗଣ୍ତଗୋଳ

ଦେଶ ଦେଶ ମଧ୍ଯେ ବଢାଏ ବନ୍ଧୁତା

ଦୂର କରାଏ ବର୍ଷ ବର୍ଷର ତିକ୍ତତା

କ୍ରିକେଟ ଖେଳର ମଜ୍ଜା ନିଆରା

ଲୋକଙ୍କ ପ୍ରିୟ ଖେଳ ଏହା ପରା

ସମର୍ଥକଙ୍କ ତାଳିରେ ଫାଟେ ପଡିଆ

ଏହି ଖେଳ ଅଟେ ଅତି ବଢିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍