STORYMIRROR

p s priyanka panda

Others

3  

p s priyanka panda

Others

ପ୍ରିତୀ

ପ୍ରିତୀ

1 min
490

ପ୍ରୀତି କାଦମ୍ବରୀ ପିଆଲାକୁ ଧରି,

ସତେ କି'ବା ପ୍ରିୟା ରହିଚି ଚାହିଁ।

ଅଶେଷ ପ୍ରେମର ରସେ ସେ ଭିଜେଇ,

ହୃଦୟକୁ ଟିକେ ଦବ କି ଛୁଇଁ।

ତା' ମହକ ମୋର ମନ ଉପବନେ

ଚଗଲା ସମୀର ଆଣଇ ବାହି।

ଆସିବ ଆସିବ ବୋଲି ଆସୁନାହିଁ

ଚାତକ ପରି ମୁଁ ବସେ ଅନାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍