Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

5.0  

Maheswar sahoo

Others

ପରିଶ୍ରମ

ପରିଶ୍ରମ

1 min
103


ମନର ସପନ,     ମନେରହି ଯାଏ

     ଟିକେ ପରିଶ୍ରମ ପାଇଁ:

ଦିନରାତି ଯେବେ   ହୋଇଯାଏ ଏକ

    ସିଦ୍ଧି ମିଳେ ତୋଷ ହୋଇ::


ସୁଫଳ ମିଳିଲେ     ପରୀକ୍ଷା ଘଡିରୁ

      ଖୁଶି ହୁଅନ୍ତି ପିତା ମାତା:

ଛାତିକୁ ଫୁଲାଇ    ମୁଣ୍ଡକୁ ଉଠାଇ

      କହିଯାନ୍ତି କେତେ କଥା::


ପରିଶ୍ରମ ତାଙ୍କ     ବୃଥା ଯାଏନାହିଁ

      ପୁଅ ଝିଅ କୃତକାର୍ଯ୍ୟ:

ଖୁସିରେ ହୁଅନ୍ତି,    ବାଇଆ ପାଗଳା

      ରୁହେନି ବଖାଣି ଧର୍ଯ୍ୟ::   


ଦୁଃଖ ଅଟେ ଆମ     ହୃଦୟ ସ୍ପନ୍ଦନ

    ସୁଖ ଅଟେ ବନ୍ୟା ଜଳ:

ଦୁଃଖ ଆସିଥିଲେ   ସୁଖ ଚାଲିଆସେ

      ଦିଏ ପରିଶ୍ରମ ଫଳ::


ଫଳର ଆଶାରେ    କରନାହିଁ କିଛି

     ବିଶ୍ୱାସ ରଖ ଈଶ୍ୱରେ:

ଯାହା କିଛି ହେବ   ଇଛାରେ ତାଙ୍କର

     ଲୟ ଥିଲେ ଶ୍ରୀପୟରେ::


ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in