STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

3  

ଓଡ଼ିଆ ଗଳ୍ପ ଓ କବିତା - ୨

ପରିଚୟ

ପରିଚୟ

1 min
14.1K


ନିଜେ ମୁଁ ନିଜର ପ୍ରତିଦ୍ୱନ୍ଦି ପୁଣି, ନିଜେ ନିଜ ବ୍ୟତିକ୍ରମ

ନିଜେ ହିଁ ନିଜର ବାଧା ବନ୍ଧନ, ପୁଣି ନିଜ ମୁକ୍ତି ଧାମ ।୧।

ମୁଁ ମୋର ବାଟ ଖୋଜିଖୋଜି ଚାଲେ, ନପାଇ ଢିଅରେ ବାଟ

ଅନ୍ୟ କାହା ବାଟ କାଟେ ନାହିଁ କେବେ, ମାଡେନା ପରର ତୁଠ ।୨।

ନିଜର ଆଗକୁ ଯିବାକୁ ନିଜକୁ, କରୁଥାଏ ଅତିକ୍ରମ

କାହା ସାଙ୍ଗେ ମୋର ତୁଳନା ନାଇଁ ମୁଁ, ନିଜକୁ ଅତୁଳନୀୟ ।୩।

କାଲି ଠାରୁ କେବେ ଆଗରେ ଅଛିତ, ଆଜି ମୋର ପରିଚୟ

କାହାରି ନାଆରେ ଠିକଣା ନୁହେଁ ମୁଁ ନିଜେ ନିଜ ସର୍ବ ନାମ ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍