ପରିବାର
ପରିବାର
1 min
11.6K
ପ୍ରୀତି ଓ ମୈତ୍ରୀ ଛନ୍ଦା
ସ୍ନେହ ପ୍ରେମରେ ବନ୍ଧା
ଦିନରେ ଫୁଟିଲେ ରଜନୀଗନ୍ଧା
ରାତିରେ ବହୁଥାଏ ଅଳକାନନ୍ଦା
ଏଇ ତ ପରିବାରର ସଉଦା l
ଅମୃତର ଝର ଶିକ୍ଷା ସଦାଚାର
ଭାତୃ ଭଗ୍ନୀ ପ୍ରେମ ପ୍ରୀତି ମାଳୟର
ଶିକ୍ଷା ଶିଷ୍ଟାଚାର ଆଚାର ବେଭାର
ସଂହତି ସଂସ୍କୃତ ପରମ୍ପରାର ଭଣ୍ଡାର l
ପରିବାର, ପୃଷ୍ଠପୋଷକ ସୌଦାଗର
ପିତା ଆମ ଧର୍ମ ମାତା ଆମ ସ୍ୱର୍ଗ
ଗୋଟିଏ ସୁତା ରେ ପରିବାର ବର୍ଗ
ବ୍ରମହା, ବିଷ୍ଣୁ ମହେଶ୍ୱର ବାସ ସର୍ବ
ସତ୍ୟ ଶିବ ସୁନ୍ଦର ଓଁ ଚତୁର୍ବେଦ
ଜୀବନ ଜୀବିକା ମେରୁଦଣ୍ଡ ଅନିବାର୍ଯ୍ୟ l
