STORYMIRROR

Sukanti Hotta

Others

3  

Sukanti Hotta

Others

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
83

ହାତେ ରଙ୍ଗ ଧରି

ଶ୍ରୀରଙ୍ଗା ଚରଣ

ରଙ୍ଗରେ....

ରଙ୍ଗେଇଦେବା

ସାରା ବିଶ୍ୱର

ମଙ୍ଗଳ ମନାସି

ପ୍ରଣତି ଜଣାଇବା

ଦୁଃଖଦୂର ହେବ

ଶାନ୍ତି ବିରାଜିବ

କରୋନା ରାକ୍ଷାସ

ନିପାତ ହେବ

ପ୍ରକୃତିରାଣୀ

ପ୍ରେମର ରଙ୍ଗରେ

ରଙ୍ଗେଇହୋଇ

ପ୍ରେମ ବରଷି

ପୃଥିବୀବାସୀଙ୍କୁ

ଅହିଁସା ରଙ୍ଗରେ

ଭିଜେଇ ଦେବ

ଶ୍ରଦ୍ଧା ଭକ୍ତିର

ସୁନ୍ଦର ରଙ୍ଗକୁ

ଗାଲିଚା କରି

ବିଛେଇ ଦେବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍