Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

3  

Sunanda Mohanty

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
169


ମୋ ପାଇଁ ମୋ ବୋଉର ପଣତରେ ପ୍ରେମ 

ବାପାଙ୍କ ଡାକ ଓ ଆକଟରେ ବି ପ୍ରେମ 

ଭାଇର ଅଭିଯୋଗ ଓ ସମ୍ବେଦନରେ ପ୍ରେମ 

ଭଉଣୀର ଅଭିମାନ ପୁଣି ସମ୍ମୋହନରେ ପ୍ରେମ 

ଜେଜେଙ୍କ ବାଁକୁଲି ବାଡ଼ି ଜେଜୀର ପାନ ପେଡି 

ଅଜାଙ୍କ ନାସ ଦାନୀ ଆଇର ବଟୁଆରେ ମୋ ପ୍ରେମ 

ଏଵେ ସେ ସବୁ ନାହିଁ ତ ସହଜାତ, ପାରିପାର୍ଶ୍ୱିକତାରେ

ଖୋଜି ଖୋଜି ପ୍ରେମ 

ମୁଁ ସତରେ ନାକେଦମ 


Rate this content
Log in