STORYMIRROR

Suryakanta parida

Others

3  

Suryakanta parida

Others

ପ୍ରେମର ଅଭିଜ୍ଞତା

ପ୍ରେମର ଅଭିଜ୍ଞତା

1 min
40


 ମୃତ୍ୟୁ ବି ହାତ ଠାରି ଡାକେ 

   ଆଉ ତମ ପ୍ରୀତି ବି!


 ସବୁ  ଆଡେ ଖାଁ ଖାଁ ଶୂନ୍ୟତା

   ମଶାଣୀର ନୀରବତା!


 ପ୍ରେମ ଅଦୃଶ୍ୟ ଯନ୍ତ୍ରଣା ମୃଦୁ ସ୍ପର୍ଶ

  ତମେ ପ୍ରତାରଣାର ବିଧାତା!


 ଦୃଦୟରେ ନୀରବତା ମୁଁ ଆଜି ଏକା 

  ତମେ ଏ ଯନ୍ତ୍ରଣାର ଜନ୍ମଦାତା !


 ତମକୁ ଭଲ ପାଇବାର ଏ ମୋର

    ପ୍ରଥମ ଅଭିଜ୍ଞତା!  


Rate this content
Log in