Sujata Routray
Others
ସୂର୍ଯ୍ୟଙ୍କ ଝିଲ୍ ମିଲ୍ କିରଣ ,
ଚିକ୍ ଚିକ୍ ବାଲୁକା ରାଶି ,
ଚନ୍ଦ୍ରଙ୍କ ଶୁଭ୍ର ଶିତଳ ଆଭା ,
ଭାବପ୍ରବଣ କରିଦିଅନ୍ତି ପ୍ରେମିକଟିକୁ,
ବିଭୋର ହୋଇଉଠେ ସେ କଳ୍ପନାରେ,
ଭୁଲିଯାଏ କଠୋର ବାସ୍ତବତାକୁ ।
ଅପରିଚିତ
ନବବର୍ଷ
ବିଦାୟୀ ବର୍ଷ
ଶ୍ରଦ୍ଧାଞ୍ଜଳୀ
ସ୍ବପ୍ନର ଭାରତ
ଫେରିଆସ ବାପୁ
ଧୈର୍ୟ୍ଯ
ଡାଲଖାଇ
ପ୍ରାଣଦାତ୍ରୀ
ଘୋଷ ଯାତ୍ରା