STORYMIRROR

TAPASWINI BEHERA

Others

4.8  

TAPASWINI BEHERA

Others

ପ୍ରେମ

ପ୍ରେମ

1 min
2K


ପ୍ରେମ କେବେ
କୁହୁକ ବନର ମାୟା,
କେବେ ମୌସୁମୀର
ଛକା ପଞ୍ଝା ଖେଳ
ପୁଣି କେବେ
ଯୌବନର ଦୁଷ୍ଟ ନିଆଁ..
କେବେ ପୁଣି
ମୃଗତୃଷ୍ଣା ଟିଏ
ସୂକ୍ଷ୍ମ ଜଳ ଧାର
ମରୁ ମରୁଦ୍ୟାନ ବନେ
ପୁଣି କେବେ
ପ୍ରିତୀ ଫଗୁଣର ଛାୟା..
କେବେ ସେଇ ପ୍ରେମ
ଲୁହର ଢେଉଟେ
ହୃଦୟ ସାଗର କୂଳେ...
ଛୁଇଁ ଚାଲିଯାଏ
ଡେଇଁ ସରହଦ
ପ୍ରିତୀ ଭରା ମୁକ୍ତ ମନେ
ବିସ୍ତାରିତ କରି କାୟା..
କେବେ ପୁଣି ଲାଗେ
ଏଇ ପ୍ରେମ ଖାଲି
ନରମ ଓଠର
ଉନ୍ମୁକ୍ତ ହସ ଚେନାଏ...
ମିଶିଗଲେ ଧାରେ
ଧମନୀ ଲହୁରେ
ହୃଦୟଟା ନିତି
ଜିଇ ,ମରିବାରେ
ଛଟପଟ ହୁଏ ଯାହା...
ପ୍ରେମ ଗୋଟେ କୁହୁକ
ବନର ମାୟା..



Rate this content
Log in