ପ୍ରେମ
ପ୍ରେମ
1 min
147
ଜାଣିଛ ,
ଯେବେଠୁଁ ତୁମର ଦାୟୀତ୍ୱ ନେଲି
ଭକ୍ତି କଲି ସମ୍ମାନ ଦେଲି
ତାକୁ ନା ଦେଲେ ଲୋକେ
The Love.
ସେବେଠୁଁ
ମିଛ କହୁନି ମଜା କରୁନି
ଉପହାସ ଭୟେ ତୁମ ପାଖ ମାଡୁନି ।
ଚରିତ୍ରକୁ ଖାଲି ଜଗିବସୁଛି
ହୃଦୟରେ ଶ୍ରେଷ୍ଠ ମୁଖେ କହୁଛି ।
ସାଙ୍ଗ ସାଥୀଙ୍କ ଟାହି ଟାପରାକୁ
ଏ କାନେ ପୁରାଇ ସେ କାନେ ଛାଡୁଛି ।
କିଏ ଜାଣେ,
ପୁଣି ଲୋକେ ନା ରଖିଦେବେ
The great LOVE.
