STORYMIRROR

Sunanda Mohanty

Others

3  

Sunanda Mohanty

Others

ପ୍ରେମ ପୁଲକ

ପ୍ରେମ ପୁଲକ

1 min
198

ପ୍ରେମର ପୁଲକ ଜାଣେ ଯେ ମହକ 

ପୁଲକିତ ହୁଏ ଅଧିର 

ପ୍ରେମ ଚିରନ୍ତନ ଶାଶ୍ୱତ ନିର୍ମଳ ଅତୀବ 

ଭାସେ ପ୍ରେମ ପକ୍ଷୀ ସଧିର 

ପ୍ରେମର ନିଆରା ଅନୁଭବ ଭାବ ଭିଜିଗଲେ 

ବହେ ହୃଦୟେ ରୁଧିର 

ପ୍ରେମ ତ ଅମୂଲ୍ୟ କଳନା ତା ନାହିଁ 

କେଉଁ ଯୁଗେ ଅବା ଅସମ୍ଭବ? 

ପ୍ରେମ ସୁଲଳିତ ବାଆ ମନେ ଭରେ କା 

ଗୋପନ ମନରେ ଉଦ୍ଭବ 

ପ୍ରେମ ପାଇଁ ଏ ଗୋଲକ ଭିତରେ ପୁଲକ 

ଆଣେ ପରସ୍ପରେ ସଦ୍ଭାବ 

ପ୍ରେମରେ ଆଖିପତା ହୁଏ ଓଦା 

ବାସ ଚହଟାଏ ସଦା ବିଧିର 

ପ୍ରେମକୁ ଯେ ଆଖି ମୁଜି ଦିଏ 

ହିଂସା ମନ୍ତ୍ର ହୁଏ ସିଏ ବଧିର 

ଶେଷରେ ମୋ ପ୍ରେମ ମହମହ ପରି ମତେ 

ପ୍ରେମମୟ ଏଇ ଦରବାର ପରା ଜଗାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍