STORYMIRROR

ABADHOOT PANDA

Others

4  

ABADHOOT PANDA

Others

ପ୍ରେମ ହୂଏ କ୍ରମବିକଶିତ

ପ୍ରେମ ହୂଏ କ୍ରମବିକଶିତ

1 min
13

ପ୍ରେମ ହୁଏ କ୍ରମବିକଶିତ ******** ଯେତେବେଳେ ପ୍ରେମ ହୂଏ ପ୍ରତିଫଳିତ ତା ନିଜ ଉପରେ ହୁଏ ପ୍ରସାରିତ ଏବଂ ପର୍ଯ୍ୟାୟ କ୍ରମେ କରେ ବିକଶିତ ନିଜର ଅତ୍ୟାବଶ୍ୟକୀୟ ଗୁଣାବଳୀକୁ ମାନବୀୟ ପ୍ରେମ ହୂଏ ବିକଶିତ ପରିବାର ନିମନ୍ତେ ଅନ୍ତର୍ଭୁକ୍ତ କରିବାକୁ ବୃହତ୍ତର ମାନବୀୟ ପରିବାର ମାନବୀୟ ପ୍ରେମ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ହୂଏ ବିକଶିତ ଓ ବୃଦ୍ଧିପ୍ରାପ୍ତ କରାଏ ଏହାର ପ୍ରେମର ପରିଧିକୁ ଆଲିଙ୍ଗନ କରି ବୃହତ୍ତର ଯତ୍ନଶୀଳତା ଏବଂ ଉତ୍ତମତାକୁ ସାର୍ବଜନୀନ ଭାତୃତ୍ୱ ପାଇଁ ଦିଅ ମୋର ହୃଦୟ ଓ ମନକୁ ହେବାକୁ କ୍ରମାନ୍ୱୟରେ ବିକଶିତ ଓ ପ୍ରସାରିତ ଏକ ବୃହତ୍ ନୌକା ପରିବହନ କୌଶଳ ପୁଣ୍ୟାତ୍ମା ନୋହଙ୍କ ଜାହାଜ ସଦୃଶ ଦିଅ ମୋ ସତ୍ତାକୁ ହେବାକୁ ଏବଂ ଆଲିଙ୍ଗନ କରିବାକୁ ସମସ୍ତ ସତ୍ତାଗୁଡ଼ିକୁ ମୋ ନିଜ ପରି ସୂର୍ଯ୍ୟ ଚନ୍ଦ୍ର ଓ ତାରାଗଣଙ୍କୁ ମଞ୍ଜୁର କରି ପବିତ୍ର ବରଦାନ ହୋଇଯିବାକୁ ମୋର ନିଜ ସତ୍ତା l ପକ୍ଷୀଗଣ ମୋର ଭଉଣୀ ସଦୃଶ ଓ ଗଧିଆ ଗଣ ମୋର ଭାଇ ସଦୃଶ ସମସ୍ତେ ମୋର ପରିବାରର ସଦସ୍ୟଗଣ ପ୍ରସାରିତ ହେଉଛି ମୋର ପ୍ରେମ ଏବଂ ହୋଇଯାଉଛି ମୋର ନିଜ ସତ୍ତାର ଅକ୍ଷ ସ୍ବଦେଶୀ ଆସିସିରେ ଜନ୍ମିତ ପବିତ୍ର ପୁରୋହିତ ଫ୍ରାନସିସ୍ ଙ୍କ ତୁଲ୍ୟ ( Poem " Love Evolves " Written by Bhagirath Choudhary Translated in Odia by Abadhoot Panda )                    


Rate this content
Log in