STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ପ୍ରଭୁଙ୍କ ତ୍ୟାଗ ସବୁଠାରୁ ବଡ଼

ପ୍ରଭୁଙ୍କ ତ୍ୟାଗ ସବୁଠାରୁ ବଡ଼

1 min
322

ପ୍ରଭୁଙ୍କ ତ୍ୟାଗର ତୁଳନା ନାହିଁ

ସାରା ବିଶ୍ଵର ମଣିଷ ତାଙ୍କର ସନ୍ତାନ

ସେ ସବୁ ସନ୍ତାନକୁ ସମ ଭାଵ ଦେଇ ପାଳନ୍ତ

ସେ ନିଜ ପ୍ରତ୍ୟେକ ସନ୍ତାନକୁ

ଭଲପାଆନ୍ତି

ଆମେ ମୁଢମତୀ ମଣିଷ ବୁଝିପାରୁନା

ଯେମିତି ସୂର୍ଯ୍ୟ ତାଙ୍କ କିରଣ ବିଛୁରିତ କରିବାରେ

କିଛି ବାଛ ବିଚାର କରି ନଥlନ୍ତି

କେବେ ଶବରୀର

ଅଇଁଠା କୋଳି ଖାଇଛ

କେବେ ବିଦୁରର ଶାଗ ଭଜାର ମୋହରେ ପଡିଛ

ଜଗନ୍ନାଥ ପ୍ରଭୁ ଭକ୍ତ ଜନଙ୍କ ହିତରେ

ରଥଯାତ୍ରା କରୁଛନ୍ତି।

ହେ ପ୍ରଭୁ ତୁମ

ସଂଖ୍ୟକ ଲୀଳା ଅଗଣିତ ମହିମା

ତାକୁ ଏ ରୀତା କେମିତି କବିତାରେ ଆଙ୍କିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍