STORYMIRROR

Gouttam kachim

Others

2  

Gouttam kachim

Others

ପ୍ରାକୃତିକ ଉଡାଜାହାଜ

ପ୍ରାକୃତିକ ଉଡାଜାହାଜ

1 min
53

ସୃଷ୍ଟି ଯେବେ ଠାରୁ ଆତ ଜାତ,

ସେହି ଦିନୁ ସୃଷ୍ଟି ସର୍ଜନା କରିଛି, ଉଡାଜାହାଜ,

ସେ ଉଡାଜାହାଜ ବିନା ଯନ୍ତ୍ର ପାତିରେ ଚାଲେ,

ତାର ପଙ୍ଖା ନାହିଁ,

ଅଛି କେବଳ ଦୁଇଟି ଡେଣା,

ସେ ଦୁଇଟି ଡେଣା ସାହାଯ୍ୟରେ,

ଉଡ଼ି ପାରେ ଯୋଜନ ଯୋଜନ ଦୂର,

କିନ୍ତୁ ସେ ଉଡାଜାହାଜ ରେ ବସି ପାରନ୍ତି ନାହିଁ ଯାତ୍ରୀ,

ନାହିଁ ଯାତ୍ରୀଙ୍କ ପାଇଁ ବସିବାର ସୁବିଧା,

ସେ ଉଡାଜାହାଜ ର ନା ହେଉଛି ପକ୍ଷୀ,

ସେ ଉଡାଜାହାଜ ର ନା ହେଉଛି ପକ୍ଷୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍